by Sabitri Mohapatra ✓ · 15 Jun 2020
ପାହାଡ ପର୍ବତ ଡେଇଁ ସାରିଲୁ , ସାତ ସମୁଦ୍ର ବି ପାରି ହୋଇଲୁ, ଏ ଜଗତ କୁ ତ ସାରିଲୁ ଦେଖି, ଆଉ ପାରିବୁନି ତୋତେ ସମ୍ଭାଳି, ରହିବୁ ଟିକିଏ ନିଶ୍ଚିନ୍ତ ହୋଇ, କରୋନା ଏବେ ତୁ ଯା ପଳାଇ।
Loading comments…
Comments
Loading comments…