by Sambit Srikumar ✓ · 3 Feb 2022
ନା ତା ପାଖେ ଅଛି ଲିଙ୍ଗ ବୟସ ବିଚାର ନା କେହି ପାରିବ ବର୍ତ୍ତି କୋପରୁ ତାହାର। ମନ୍ଦିର ମସଜିଦ୍ ଗୀର୍ଜା ଗୁରୁଦ୍ଵାର ପ୍ରଭେଦ ନାହିଁତ ଶାସକ-ଶାସିତ ଶୋଷକ-ଶୋଷିତ ସଭିଏଁ ଆକ୍ରାନ୍ତ।
Loading comments…
Comments
Loading comments…