by Durjyodhan Barik ✓ · 13 Jun 2021
ପ୍ରଭୁ କୋପ ପାଇଁ କୁରୁ କୁଳ ନାଶ ସ୍ଵର୍ଣ୍ଣ ଲଙ୍କା ହେଲା ଧ୍ଵଂସ, ତୁ ଯଦି ନହଟୁ ସ୍ରଷ୍ଟାଙ୍କ ସୃଷ୍ଟିରୁ ନାଶିବେ ତୋହର ବଂଶ ।
Loading comments…
Comments
Loading comments…