by Binata Mohanta ✓ · 24 Aug 2020
ନୂଆ ନୂଆ ଶଦ୍ଦ ପ୍ରଚଳିତ ହେଲା ଦୂନିଆରେ ଲକ୍ ଡାଉନ୍,ସଟ୍ ଡାଉନ୍,କୋରନ୍ ଟାଇମ୍ ରେ ।। ଛୁଆ ଠାରୁ ବୁଢା ସଭିଏଁ ହେଲେ ସଚେତନ ସାମାଜିକ ଦୂରତା ସହ ପରିବେଶ କଲେ ପରିଚ୍ଛନ୍ନ।।
Loading comments…
Loading comments…