by DILIP KUMAR SAHOO ✓ · 24 Aug 2020
ତାଙ୍କ ପାଇଁ ମନା ହାଟ ବାଟ ଘାଟ ଗହଳୀକୁ ଯିବା ମନା ଘରଭିତରେ ସେ ଗୃହବନ୍ଦୀ ସବୁ ବୁଦ୍ଧି ହୋଇଯାଏ ବଣା । ପ୍ରାତ ଭ୍ରମଣରେ ଯାଉଥିଲେ ନିତି ଭେଟୁଥିଲେ ସାଙ୍ଗ ସାଥୀ ମଧୁର ଆଳାପ ମଧୁର ଗଳପ ଲାଗୁଥିଲା ଟିକେ ଶାନ୍ତି ।
Loading comments…
Loading comments…