by Bharatabandhu Biswal ✓ · 12 Jan 2022
ବସିଛ ମଉନେ ଦାରୁଭୂତ ହୋଇ ନାହିଁ ହାତ ଗୋଡ କାନ କୁହ ପ୍ରାଣନାଥ ଆହେ ଜଗନ୍ନାଥ କାହିଁକି ଦୁଃଖ ଦୁର୍ଦ୍ଦିନ ରୋଗ ମହାମାରୀ କଷ୍ଟ ଦୁର୍ବିପାକ ସାଧି ଚାଲିଥିବ ଦାଉ ।
Loading comments…
Comments
Loading comments…