by Sandhya Rani Panigrahy ✓ · 12 Feb 2020
ପ୍ରେମ କରନ୍ତେ କରି ରାଧା ମନ ଚୋରି ପଇସା କଉଡି କାହୁଁ ପାଆନ୍ତେ ବାକି କରି ଉଧାର ନେଇ ସଂସାରରେ ଚଳନ୍ତେ ରାଧା ବି ସତରେ ବାଚାଳ କି ହୁଅନ୍ତା ଘରଦ୍ବାର ସ୍ବାମୀକୁ ସତସତ ଛାଡନ୍ତା କଣ ସତରେ ଅପବାଦ ନିନ୍ଦା ଶୁଣନ୍ତା
Loading comments…
Comments
Loading comments…