by PURNA CHANDRA PANDA Purna ✓ · 12 May 2022
ସଜେଇ ରଖିବା, ସାଇତି ରଖିବା ଏଣେତେଣେ କିଛି ଫିଙ୍ଗିବା ନାହିଁ,, ଏଣେ ତେଣେ ଯଦି ଫିଙ୍ଗିବା ବାଳକେ ଖୋଜିଲେ ଛୁଞ୍ଚିଟେ ପାଇବନାହିଁ ll ଚିରା ଲୁଗା, ଚିରା କାଗଜ ବାବୁରେ ଯତ୍ନ ସହକାରେ ଆଇତି ଥିଲେ,, ଏପରି ସମୟେ ଦରକାର ହେବ କେତେ ଖୁସି
Loading comments…
Comments
Loading comments…