by Chiranjibi Sahoo ✓ · 27 Oct 2021
ସମାଜ ମଧ୍ୟରେ ସମ୍ପର୍କ ବନ୍ଧନ କରେ ଜୀବନ ସୁନ୍ଦର କର୍ମ ଦେଇ ପ୍ରେମ କୁଟୁମ୍ବେ କରିଲେ ସର୍ବେ ପ୍ରସନ୍ନ ବେଭାର ତେଣୁ କର୍ତ୍ତବ୍ୟର କୃତି ଶିକୁଳିରେ ବନ୍ଧା ଆମେ ସାମ୍ୟପ୍ରାଣୀ କର୍ତ୍ତୃତ୍ୱ ଆଦରି କର୍ତ୍ତବ୍ୟ କରିଲେ ସ୍ୱର୍ଗ ହୋଇବ ଧରଣ
Loading comments…
Comments
Loading comments…