by Binaya Bhusan Panigrahi ✓ · 19 May 2019
ବେଳକୁ ବେଳ ଲମ୍ବି ଚାଲୁଥାଏ ଗରୀବ ବାପର ବଢିଲା ଝିଅଟେ ପରି, ଆତ୍ମହତ୍ୟା କରିଥିବା ଚାଷୀର ଲମ୍ବା ଗର୍ଦ୍ଦନ ଆହୁରି ଲମ୍ବିଲା ପରି, ପାକିସ୍ତାନ ଜେଲରେ ଶଢ଼ିଶଢି ପଳପଳ ମରିବା ଭିତରେ ବିବଶ କୂଳଭୂଷଣ ର ଭିଟାମାଟିକୁ ଫେରିବାର ସ୍ୱପ୍ନ ପରି,
Loading comments…
Loading comments…