by Bijaya Kumarr Senapati ✓ · 30 Jun 2019
ପଚାରୁ ତୁ ଘାଆ ତୋର ଭଲ ଏବେ ହେଲାଣି କି ନାହିଁ? କେମିତି କହିବି ତୋତେ ପାଦଘାଆ ଶୁଖିଗଲା ଅଳ୍ପଦିନ ପରେ ହେଲେ ଛାତି ତଳେ ଅଛି ସିଏ ବଡ ଏକ ଘାଆଟିଏ ହୋଇ ।
Loading comments…
Loading comments…