by Padmaja Saran ✓ · 11 Jul 2021
ମୋ କଅଁଳ ଛାତିରେ ଯୋଉ କଣ୍ଟା ଫୁଟିଗଲା କେତେ ଗହୀର ସେ କ୍ଷତ ??? କେତେ କିଏ ଉପଚାର, ଜଡ଼ିବୁଟି, ଔଷଧପତ୍ର ଦେଲେ, ଲାଭ କିଛି ହେଲାନି ଆହୁରି ଘାରିଲା ଘାଆ ତଥାପି ତ ଧରିଛି ତୋ ହାତ, ଭୋଗୁଛି ନର୍କ ବୁଝିପାରୁନି କାରଣ, ନିରାକରଣ
Loading comments…
Comments
Loading comments…