by Parameswar Ojha ✓ · 31 Jul 2019
ସ୍ନେହ ଶ୍ରଦ୍ଧା ଭଲପାଇବା ବଦଳେ କିଛି ବୋଲି କିଛି ନଥିବା ଆଳରେ ଘୃଣା ହତାଦର ପାଇବା ଆଗରୁ ନିଜକୁ ତମଠୁ ଦୂରେଇ ରଖିବା ଭଲ । ନିଜେ କଷ୍ଟ ପାଇ ନିଜକୁ ଜଳାଇ ତୁମରି ସ୍ମୃତି ରେ ଭିଜିବା ଭଲ ।
Loading comments…
Comments
Loading comments…