by Bidyadhar Sethi ✓ · 29 May 2019
ଏମିତି ବି ଫୁଲ ଅଛି ବଣରେ ଫୁଟି ମଉଳେ ଜାଣେନା ସମାଜ ତା' ଠିକଣା କିଛି ବାସହୀନ ପୁଷ୍ପ ଚମକେ କୃତିମ ରଙ୍ଗେ ପ୍ରକଟନ୍ତି ସଭି ମନ ଜିଣା ।
Loading comments…
Loading comments…