by Prasanta Kumar Behera ✓ · 4 Jan 2021
କହିଲ କି ତମେ ଅନାଗତ ଏକ ସ୍ତୀମିତ ବେଳାରେ ତମ ତନୁଫୁଲେ ମୋ ବାସନା ପଲଙ୍କ ସଜାଇ ଦେବ ସେତେବେଳେ ତମ ଉଷ୍ମ ଜ୍ଜ୍ୱଳନ ମୋ ଜ୍ଜ୍ୱଳନ ଲିଭାଇ ଦେବ
Loading comments…
Loading comments…