by KRUTIBAS NAYAK ✓ · 3 Nov 2020
ବୟସ ବଢ଼ିଲା ଦରମା ବଢ଼ିଲା ଖରଚ ବି ବଢ଼ି ଚାଲେ, ଚାହୁଁ ଚାହୁଁ ମୋର ଚାକିରୀ ସରିଲା ବଡ଼ ହେଇଗଲେ ପିଲେ | ଅବସର ପରେ ପେନସନ ମିଳେ ପିଲାଏ ଆଣିଲେ ଧନ, ଖାଇବା ପିନ୍ଧିବା ଗାଡ଼ିରେ ଚଢ଼ିବା ସଉକରେ ନାହିଁ ମନ | ମାଂସ ମିଠା ତେଲ ପିଠା ଖାଇ
Loading comments…
Loading comments…