by pranati Mahapatra ✓ · 29 Jun 2020
କଟକ ଶବ୍ଦ ଟି ସଂସ୍କୃତ ଶବ୍ଦ କଟକ ରୁ ଉଦ୍ଧୃତ, ସେନା ଶିବିର ଓ ସରକାରଙ୍କ ଆସ୍ଥାନ ଦୁଇ ଅର୍ଥ ଏହାର ତ। ରୂପାର ସହର ଆମରି କଟକ ବିଶ୍ଵ ପ୍ରସିଦ୍ଧ ତାରକସି, ଝଲମଲ ଦିଶେ ଚାନ୍ଦିମେଢ ପରା ଦେଖି ମନ ହୁଏ ଖୁସି।
Loading comments…
Comments
Loading comments…