by Suresh chandra Padhy ✓ · 12 Jan 2022
ଖଳ ପ୍ରକୃତିର ମଣିଷ କଟୁ ବଚନ କହି କଷ୍ଟ ଦିଅନ୍ତି ସରଳ ଲୋକ ଦେଖି ବେଶୀ କଷ୍ଟ କଥା କୁହନ୍ତି କଟୁ ବଚନ ଶୁଣି କେତେ କଷ୍ଟ ହୁଏ ଅନୁଭବି ଲୋକ ହିଁ ସେ କଥା ଜାଣି ଥାଏ କଟୁ ବଚନ କହିଲେ ସବୁ ସମ୍ପର୍କ ତୁଟି ଯିବ ଦୁନିଆ. ରେ କାହାର ପ୍ରିୟ ହୋଇ
Loading comments…
Loading comments…