by Birakishore Nayak ✓ · 24 Jan 2022
ଜଳ ଅଣୁରେ ତ ଶରୀର ତାହାର କୁହୁକର ମାୟା ଖେଳେ, ସୂରୁଜ ଉଇଁଲେ କିରଣ ତାପ ରେ ହଜିଯାଏ ବାୟୁ କୋଳେ | ଧୁମ୍ର ବଳୟର ରୂପ ସୃଷ୍ଟିକରେ ଅପୂର୍ବ ଶୋଭା ସମ୍ଭାର, କର୍ମଜୀବି ମନେ ଅହେତୁକ ଭାବେ କରଇ ଭୟ ସଞ୍ଚାର |
Loading comments…
Loading comments…