by Smrutirekha Acharya ✓ · 15 Nov 2019
ଧନୀ ଲୋକ ଖାଏ ବାଛି କରି ପସନ୍ଦ ନାପସନ୍ଦ ପିଏ ବହୁ ପରିଷ୍କାର ଜଳ ସେ ଚାହିଁ ରହିଥାଏ ତା ଅଇଁଠା ପତ୍ର ଛଡା ଖାଦ୍ୟ ଆଉ ପିଏ ଭଙ୍ଗା ନଳକୂପ ପ୍ରଦୂଷିତ ଜଳ l
Loading comments…
Loading comments…