by Dhaneswar Dash ✓ · 26 May 2021
ଥମିଯାଉ ସବୁ ଉତ୍ତାଳ ତରଙ୍ଗ ରହିଯାଉ ଝଡଝଞ୍ଜା, ବର୍ଷା ଋତୁ ଆସି ଶାନ୍ତ କରିଦେଉ କାଳ ବୈଶାଖିର ଗଞ୍ଜା, ଡଙ୍ଗା ବାହିନିଅ ହେ ନୀଳମାଧବ କୁଳରେ ଲଗାଇ ନାବ, କୁହ ହେ ନୀଳମାଧବ, ତୁମେ ସତେ ସାହାହେବ ।
Loading comments…
Loading comments…