by SARATA KUMAR DAS ✓ · 6 Aug 2019
ଘିଅ ଦୀପ ଜାଳେ ଚଉଁରା ମୂଳରେ ସଞ୍ଜ ବେଳେ ନିତି ପ୍ରତି ମନେ ମନେ ସିଏ ଡାକୁଥାଏ ଦିଅଁ ହାତଯୋଡି ଦିନ ରାତି ।।
Loading comments…
Loading comments…