by Mr.Siddheswar Behera ✓ · 22 Nov 2020
ହାତ ଗୋଡକୁ ଭଲକି ଧୋଇ ରାତ୍ରି କାମ ସାରି ଶିଘ୍ର ଶୁଅଇ । ବଢି ଭୋରୁ ସେ ନିତି ଉଠିଥାଏ ନିତ୍ୟକର୍ମ ସାରି ୱାର୍କରେ ଯାଏ । ରୋଗରେ କୁନୁ କେବେ ନ ପଡଇ ନିଇତି ସମୟେ ସ୍କୁଲକୁ ଯାଅଇ ।
Loading comments…
Loading comments…