by jyotsna mayee panda ✓ · 6 Jul 2021
ତୁମେ ଶିବଙ୍କ ଘରଣୀ... ତୁମେ ମାଆ କାତ୍ୟାୟିନୀ.... ତୁମେ ଶକ୍ତି ପ୍ରଦାୟିନୀ..... ତୁମେ ତ ଜଗତଜନନୀ.... ତୁମେ ମାଆ ଅଟ ଭବାନୀ..... ତୁମେ ମଙ୍ଗଳକାରିଣୀ..... ତୁମେ ମାଆ ଆଦିଜନନୀ.... ତୁମେ ବିଷ୍ଣୁ ପାଟରାଣୀ.... ll
Loading comments…
Loading comments…