by Sukadev Mahanta ✓ · 15 Apr 2021
ଲାବଣ୍ୟ ବତୀ ଗୋ ଲବଣୀର ସମ ତୁମ ରୂପାଜହ୍ନ ମୁହଁ, ମୋ ମନ ଆକାଶେ ଉଦୟ ହୋଇଣ ମନରେ ଉଠାଏ କୋହ|| ହସରେ ତୁମର ଝରଇ ମୁକୁତା ଆଖିରେ ମେଘ ମହ୍ଲାର, ବରଷି ଦେବ କି ପ୍ରୀତିର ପୀୟୂଷ ହରି
Loading comments…
Comments
Loading comments…