by Mr.GAGAN BIHARI NAYAK ✓ · 20 Jan 2019
କଳୀ ହସୁଥାଏ ଲାଜେଇ ଲାଜେଇ । ତା ମିଠା ଓଠକୁ ଅଳୀ ଯାଏ ଛୁଇଁ ॥ ଲାଲିମା ସୁରୁଜ ନିଆଁ ଜାଳି ଦିଏ ଲାଜେ ନୁଏଁ ଆଖି ପତା (୩)
Loading comments…
Loading comments…