by Manaswini Dash ✓ · 30 Sept 2020
କଳ୍ପନାର ବିବର୍ଣ୍ଣ ପଡିଆରେ ଭାବନାର ସବୁଜିମା ତାକୁ ଶବ୍ଦର ରୂପ ଦେଇ ସଜେଇବାର ଦୁର୍ବାର ଅଭିଳାଷ ମାତ୍ର ; ସମସ୍ତ ପ୍ରୟାସ ପରିଚୟ ହରାଇ ଧରାଶାୟୀ କାରଣ ତୁମେତ ଅବର୍ଣ୍ଣନୀୟ କିଛି ବର୍ଣ୍ଣମାଳାର ସମାହାରରେ ଆଉ ସୀମିତ ଭାବନାରେ ||
Loading comments…
Loading comments…