by Pramila Mohanty ✓ · 13 Jun 2021
ସେହ୍ନ ବନ୍ଧନର ଅସରନ୍ତି ପୁଲକ ଚୁନା ଚୁନା ତାରା ଫୁଲେ ଖିଲି ଖିଲି ହସର ଝଲକ ଫଗୁଣ ର ଅବିର ରଙ୍ଗେ ଦେଇଚି ଲେଖି ଶ୍ରାବଣର ଧାରେ ବୁଦ୍ ବୁଦ୍ ପାଣି ଫୋଟକା ପରି ଯାଇଛି ଉଭେଇ
Loading comments…
Loading comments…