by Ranjulata Behera ✓ · 16 Oct 2020
ମୋହର ମହଣେ ଲୋଭନୀୟ ଲୋଭେ ବଶୀଭୂତ କ୍ଷୀପ୍ର ବେଗେ ଅହଂ ଅହଙ୍କାରେ କାମନାରେ ନର ବିଚଳିତ ତଡବେଗେ ଧାବନ ଅଶ୍ୱଟିଏ ଚଞ୍ଚଳା ମନ ବିକର୍ମ ସଂଯୋଗ ବେଳେ ଗୁପ୍ତ ଲୁପ୍ତ ପ୍ରାୟ ଲକ୍ଷ୍ମଣ ରେଖାଟି ଭଲମନ୍ଦ ଯେବେ ତୋଳେ
Loading comments…
Loading comments…