by Kali Kumar ✓ · 28 Nov 2019
କିଛି ଗୋଧୂଳିରେ ଲୀନ କିଛି ଝାଉଁଳା ଉପବନ କିଛି ସ୍ମୃତିର ସନ୍ତକ କିଛି ବୃକ୍ଷେ ମୁଦ୍ରିତ ଦେଖ ! କେମିତି ଜୀବନର ଲକ୍ଷ୍ୟଗୁଡ଼ିକ ଇତସ୍ତତଃ ଅସ୍ତବ୍ୟସ୍ତ ।।
Loading comments…
Loading comments…