by Debadatta Jena ✓ · 5 Oct 2020
ତୁ ଜଳୁଛୁ ତୋ ସୁଦୀପ୍ତ ସୁପ୍ରଭ ଆଲୁଅରେ, ମୁଁ ଜଳୁଛି ମୋ ଦିକଦିକ ନିଷ୍ପ୍ରଭ ପ୍ରଜ୍ବଳନେ, ନିରନ୍ତର ପ୍ରବାହର ମୁହୁର୍ମୁହଃ ଆର୍ତ୍ତନାଦ ଲେଲିହାନ ଶିଖାର ଏ ଅନ୍ତହୀନ କୁଣ୍ଡଳୀ ଅସମାପିକା କ୍ରିୟାର ସେ ସଲିଳ ସମାଧି, ଆଉ ସମୀପରେ ପ୍ରଲୁବ୍ଧ
Loading comments…
Comments
Loading comments…