by mir mustakim alli ✓ · 6 Oct 2020
ମୋ ମନ ଇଚ୍ଛା ହୁଏ ତୁମ ପାର୍ଶ୍ଵ ରହିିବା ମୋ କାମ ବିଜୁଳି ଗଲେ ଆଲୋକିତ କରିବା । ମୁଁ ଲଣ୍ଠନ ମୋତେ ନ ପକାଅ ମନେ ସବୁଦିନେ ମୋ କର୍ତ୍ତଵ୍ୟ ନିଜେ ଜଳିବା, ଅନ୍ୟକୁ ଦେବା ସାହା ପ୍ରଦାନ ।
Loading comments…
Comments
Loading comments…