by Binodini Dash ✓ · 22 Sept 2020
ଜାଗରେ ମାନବ ତୁମେ ନୁହେଁ ଏକ କୋଟିଏ ଲଣ୍ଠଣ ପରି, ଜଳାଇ ନିଜର ହୃଦତନ୍ତ୍ର ଦିଅ ଅନ୍ଧକାର ଅପସାରି, ସାଜି ଆଲୋକବର୍ତ୍ତିକା, ନିଜେ ଜଳି ଆନେ ଆଲୋକ ଦେଖାଇ ସର୍ବ ପଥେ ହୁଅ ସଖା
Loading comments…
Loading comments…