by Pranati Jena ✓ · 25 Jun 2022
ବାପା,ମାଆ ପରି ଶ୍ରଦ୍ଧା,ସ୍ନେହ ଦେଇ ହୃଦେ କାହିଁ ଦୂରେ ଉଡିଗଲେ ଏକା କରି ମୋତେ ଲୋ........ ନିରତେ ଝୁରୁଛି ମୁହିଁ ଧନଙ୍କୁ ମୋହର ଜୀବନ ଅସାର ଲାଗେ ଏ ମାୟା ସଂସାର ଲୋ.... ( କୋଇଲି ) ବାଢୁଥିବା ଅନ୍ନରେ ମୁଁ, ଦେଖେ ତାଙ୍କ ମୁହଁ ମୋ
Loading comments…
Loading comments…