by Tushar Kanta Prasad ✓ · 25 Nov 2019
ଦୁଇ ଧାର ଲୁହ ସାଥେ ଛଳନାର ନଈ, ସମ୍ପର୍କର ପୂର୍ଣ୍ଣଛେଦ ପ୍ରତାରଣା ହୁଏ। ହୃଦୟରେ ବହେ ଯେବେ ସନ୍ଦେହ ସମୀର, କେତେ ପ୍ରେମ ଅଟ୍ଟାଳିକା ଧ୍ବଂସ ହୋଇଯାଏ।।
Loading comments…
Comments
Loading comments…