by Gangotri Priyadarshini ✓ · 29 Nov 2020
ତୁମେ ଭାବଧାରା ହୋଇ ନୟନୁ ଯାଅ ବହି ଭାବୁକ ସର୍ବହରାର ଲୁହ ବିନା ନିଃସ୍ୱ ସେହି କହି କି ପାରିବ ଲୁହ ସମୟର ଭୟାବହ ଭାଙ୍ଗି ଦିଏ ଏଇ ମନ ଆବେଗ ଆଶାର ସୁଅ
Loading comments…
Loading comments…