କଳ୍ପନାର ଯଉ ଘର
ଅଗ୍ନିରେ ଦାହରେ
ତରଲାଇ ଦିଏ ଯଦି
ଧାରା ଶ୍ରାବଣୀ ରେ ସିକ୍ତ
ପିଣ୍ଡ କି ବ୍ରହ୍ମାଣ୍ଡ
ଜଳୁଥାଏ ଯେତେ
ବହୁଥାଏ ସେତେ
ଦୃର୍ବଳ ର ବଳ !
କେତେବେଳେ ଆନନ୍ଦ ସାଗରେ
ଝରି ପଡେ ବର୍ଷା
ନଦୀ ଦୁଇକୂଳ ଦେଇ
ନାଉରିଆ ବାହେ ତରୀ !
କଳ୍ପନାର ଯଉ ଘର
ଅଗ୍ନିରେ ଦାହରେ
ତରଲାଇ ଦିଏ ଯଦି
ଧାରା ଶ୍ରାବଣୀ ରେ ସିକ୍ତ
ପିଣ୍ଡ କି ବ୍ରହ୍ମାଣ୍ଡ
ଜଳୁଥାଏ ଯେତେ
ବହୁଥାଏ ସେତେ
ଦୃର୍ବଳ ର ବଳ !
କେତେବେଳେ ଆନନ୍ଦ ସାଗରେ
ଝରି ପଡେ ବର୍ଷା
ନଦୀ ଦୁଇକୂଳ ଦେଇ
ନାଉରିଆ ବାହେ ତରୀ !
Loading comments…