by Sagar Kumar Parida ✓ · 27 Feb 2020
ଆହେ ମାତ ହୁଅ ପ୍ରୀତ ଆମ୍ଭେ ସର୍ବେ ତୁମ ସୁତ ଦିଅ ଶୁଭାଶିଷ କରି ବୃଷ୍ଟି। ଲଭି ତବ କୃପାଦୃଷ୍ଟି ହୋଇବୁ ଜୀବନେ ତ୍ରୁଷ୍ଟି କରୁଥିବୁ କେତେ କାବ୍ୟ ସୃଷ୍ଟି ।।
Loading comments…
Loading comments…