by Antaryami Sahu ✓ · 19 May 2021
ଦଶମାସ ଦଶଦିନ ଗ6ର୍ଭ ରଖି ପୁଣି କେତେ କଷ୍ଟ ସହି, ପ୍ରସବ ବେଦନା କଳନା ନୁହଁଇ ଭୁଲିଗଲୁ ମୋତେ ପାଇ ।୨। ଦୁନିଆ ଦାଣ୍ଡରେ ଉଭା କଲୁ ମୋତେ ଅନ୍ଧ ରାଇଜେ ମୁଁ ଥିଲି, ଅନ୍ଧକାରୁ କାଢ଼ି ଆଲୋକ ଦେଖାଇ ଦୀପଶିଖା ଦେଲୁ ଜାଳି ।୩। କୁ
Loading comments…
Loading comments…