by ପବିତ୍ର ବେହେରା , ସମ୍ବଲପୁର ✓ · 21 Dec 2020
ଚାଣ୍ଡାଲୁଣି ଘରେ ହେଲୁ ବୋଲି ଉଭା ଦେଲେ ଶ୍ରୀମନ୍ଦିରୁ ତୋତେ ଖେଦି, ବାର ବରଷ ପ୍ରଭୁ ରହିଲେ ଉପାସେ ଶେଷେ ଦେଲୁ ଅନ୍ନ ବାଢ଼ି ।। ଜାତି ଭେଦଭାବ ହେବ ଯଦି ଦୂର ଫେରିବି ଆପେ ମୁଁ ଶ୍ରୀମନ୍ଦିର, ବ୍ରାହ୍ମଣ-ଚାଣ୍ଡାଳ ଖାଇବେ ଏକା
Loading comments…
Loading comments…