by Chinmaya Kumar Nayak ✓ · 19 May 2022
କର୍ମ ଧର୍ମ ସବୁ ତା ଅବଲମ୍ବନେ ବଞ୍ଚିବାର ସେ ଆଧାର ଚିନ୍ତିବା ଆଗରୁ ପଢ଼ିନିଏ ମନ ମୋ ଭାଗ୍ୟର ସରକାର। ସେ ପ୍ରଭାତୀ ପକ୍ଷୀର ସ୍ୱର ଦିନଠାରୁ ରାତି ନୀରବ ଶ୍ରମିକ ଲୋରୀ ସେ ଗାଢ଼ ନିଦର।
Loading comments…
Loading comments…