Loading…
ପଣତ ଯା'ର ଦିଗନ୍ତ ବିସ୍ତାରି ଦିଗ ବାରେଣି ମା ଯା ମଥା ସିନ୍ଦୁର ଦେବତା ମନ୍ଦିର ଦେବୀ ସ୍ୱୟଂ ସେ ମା । ଗାଳି ଯାହାର ଦାଣ୍ଡର ଧୂଳି ସିଏ ଆମରି ମା ଗାଳି ସହି ପାରେ ଆଶିଷ ଢାଳି କେବଳ ସେଇ ମା । ଖାଲି ପେଟରେ ଆମ ପେଟ ଚିହ୍ନି ଆହାର ଦିଏ ମା ଶିକ୍ଷା ନଥାଇବି ସଂସ୍କାର ଦିଏ ଦୁନିଆଁ ଚିହ୍ନାଏ ମା ।
Comments
Loading comments…