by Minakshi Samal ✓ · 14 May 2019
କଦଳୀ ଦି ଫେଣା ପାଇଛି ଆଜି ପିଲା ପାଇଁ ତା'ର ରଖିଛି ହେଜି। ପାଖରେ ବସାଇ ଦେଲା ଖୁଆଇ ଚମକିଲା ସାମନାକୁ ଅନାଇ।
Loading comments…
Loading comments…