by Pradeep Kumar Panda ✓ · 30 Jan 2020
ତମେ କ୍ଷମା କରିଦିଅ ଆମ ଆସ୍ପର୍ଦ୍ଧାକୁ ତମେ ଧ୍ୱଂସ କରି ଦିଅ ଆମ ଅହଂକାରକୁ ତମେ ଶାପଗ୍ରସ୍ତ କର ଆମ ଜଡତାକୁ ଅଜ୍ଞାନତାର ଘନ ଅନ୍ଧକାର ଚିରି ଜାଳିଦିଅ ପ୍ରଜ୍ଞାର ପ୍ରଦୀପ
Loading comments…
Loading comments…