by Sunita Satapathy ✓ · 19 May 2021
ମା ବୋଲି ତାକୁ ଡାକିଦେଲେ ଥରେ ସବୁ ଦୁଃଖ ଘୁଞ୍ଚି ଯାଏ !! ମା ଏମିତି ଜୀବନ ଟିଏ....... ସବୁ ସୁଖକୁ ତା ଜଳାଞ୍ଜଳି ଦେଇ ତଥାପି ସେ ହସୁଥାଏ!! ମା ଏମିତିକା ବାସ୍ନା ଟିଏ....... ବିନା ପୁନେଇଁରେ ଜୀବନ ଆକାଶେ ଜୋତ୍ସନ୍ନା ପରା ବିଞ୍ଚିଦ
Loading comments…
Comments
Loading comments…