by sushama Parija ✓ · 18 May 2019
ସକାଳର ଆଲାର୍ମ ପରେ ବାଜେ । ମାଆ'ର ନିଦ ପ୍ରଥମେ ଭାଙ୍ଗିଯାଏ । ମନେ ନାହିଁ କେବେ ଶୀତଦିନରେ ସେ ଗରମ ପାଣିରେ ଗାଧୋଇଛି କି ନାହିଁ । ତାକୁ ଥଣ୍ଡା କି ଶୀତ ହୁଏନି । କାହିଁକି ନା ସେ ମା' ।
Loading comments…
Comments
Loading comments…