by Bidyadhar Dalabehera ✓ · 17 Jun 2019
ଆର୍ଶୀବାଦ ଥଳିକୁ କରି ନିଜର ଵାଣ୍ଟୁଥାଏ ସେ ନହୋଇ କାତର । ଜନମରୁ ଜୁଇ ତା ସେନେହ କାରା ଧରଣୀ ସମ ତା ହୃଦୟ ପରା ।
Loading comments…
Comments
Loading comments…