by Papu parida ✓ · 9 Oct 2020
ଯଦି ଠାକୁର ବୋଲିକି ଅଛି ଜଣେ କେହି ସେଇ ଏକା ତୁ ମୋ ମା । ନିଜର ଜୀବନ ହାରିବି ପଛକେ ତଳକୁ ହେବନି କେବେ ତୋ ନା। ତୋରି ପାଇଁଲୋ ପାଇଲି ଏ ଜୀବନ ଦେଖିଲି ବିଶାଳ ଦୁନିଆ। ବିପଦେ ଆପଦେ ମୋ ପାଖେ ଥାଉ ଖୋଲି ଦେଇ ତୋର ବାହା।
Loading comments…
Comments
Loading comments…