by Anita Dash ✓ · 5 Oct 2020
ସଂସାର ହାଟରେ ବାଟବଣା ହୁଏ ଅଠାକାଠିରେ ମା ଛନ୍ଦି ହୋଇଯାଏ ଅସାର ବନ୍ଧନେ ବାନ୍ଧି ହୋଇଯାଏ ; ତୋ ନିଷ୍କାମ ପ୍ରେମ ଭାଳି ହେଉଥାଏ।
Loading comments…
Loading comments…