by Sunanda Mohanty ✓ · 4 Jul 2021
ତୁମ ଠାରୁ ଶିକ୍ଷା ପାଇ ଘରର ଘରଣୀ ହୁଅନ୍ତେ ଯଦି ସହିଷ୍ଣୁ ଘର ସୁବର୍ଣ୍ଣ ଛାଉଣୀ ତୁମେ ମାତ ସିନ୍ଧୁ ସୁତା ଦି କୂଳ ହିତା ଲକ୍ଷ୍ମୀ ନାମ ବହି ବାହ ତୁମ ସଂସାର କର୍ତ୍ତା
Loading comments…
Loading comments…